ଅନୁଗୋଳ ରେ ସେକ୍ସ ରାକେଟ ଠାବ ପୋଲିସର ଅତର୍କିତ ଚଢ଼ାଉ 

ଅନୁଗୋଳ ରେ ସେକ୍ସ ରାକେଟ ଠାବ ପୋଲିସର ଅତର୍କିତ ଚଢ଼ାଉ ଅନୁଗୋଳ:-ଅନୁଗୋଳ ଜିଲ୍ଲା ଅନୁଗୋଳ ଦେହ ବ୍ୟବସାୟ ବେଳେ ଅନୁଗୋଳ ପୋଲିସ ର ଅତର୍କିତ ଚଢ଼ାଉ । ଚଢ଼ାଉ ସମୟରେ ଚାରି ଦେହଜୀବୀ, ଦୁଇ ଗ୍ରାହକ ସହ A1 ଗେଷ୍ଟ ହାଉସ୍ ଦୁଇ କର୍ମଚାରୀ ଅଟକ। ସୂଚନା ଯେ, ଆଜି ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକରାହୁଲ ଜୈନ ଙ୍କ ନିର୍ଦ୍ଦେଶରେ ରାତ୍ରି ପ୍ରାୟ ୯ ଘଟିକା ବେଳେ ଅନୁଗୋଳ ସ୍ପେଶାଲ ସ୍କ୍ୱାର୍ଡ ଏବଂ ଅନୁଗୋଳ ଟାଉନ୍ ପୋଲିସ ବଅଁରପାଳ ବ୍ଲକ ଅନ୍ତର୍ଗତ ତୁରଙ୍ଗ ଅଞ୍ଚଳରେ ଥିବା A1 ଗେଷ୍ଟ ହାଉସ୍ ରେ ଦେହ ବେପାର ଚାଲିଥିବା ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିଥିଲା। ଏହି ଚଢାଉରେ ଚାରି ଦେହଜୀବୀ, ଦୁଇ ଗ୍ରାହକ ସହ ଦୁଇ ଦୁଇ କର୍ମଚାରୀ ଅଟକ ରଖି ପଚରାଉଚରା କରାଯାଉଥିବା ନେଇ ଟାଉନ୍ ଥାନା ଅଧିକାରୀ ପ୍ରକାଶ ମାଝୀ କହିଛନ୍ତି।

ବିରୋ ରିପୋର୍ଟ ପବ୍ଲିକ୍ ଏକ୍ସପ୍ରେସ

Leave a Reply

Your email address will not be published. Required fields are marked *

Apply Now



This will close in 0 seconds

error: Content is protected !!