ଭାରସ୍ୟମ ହରାଇ ଟ୍ରକ ପଛରେ ପିଟିଲା ଆମ୍ବୁଲାନ୍ସ ।ଜଣେ ମୃତ୍ୟୁ

 

 

ଦ ପବ୍ଲିକ୍ ଏକ୍ସପ୍ରେସ

ଢେଙ୍କାନାଳ:-ଭୁବନେଶ୍ୱରରୁ ଅନଗୁଳ ଫେରୁଥିବା ସମୟରେ ୫୫ ନମ୍ବର ଜାତୀୟ ରାଜପଥର ହଳଦୀଆ ବାହାଳ ଛକ ନିକଟରେ ଭାରସ୍ୟମ ହରାଇ ଟ୍ରକ ପଛରେ ପିଟିଲା ଆମ୍ବୁଲାନ୍ସ ଘଟଣା ସ୍ଥଳରେ ଜଣେ ମୃତ ଜଣେ ଗୁରୁତର ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଛି ।

 

Leave a Reply

Your email address will not be published. Required fields are marked *

Apply Now



This will close in 0 seconds

error: Content is protected !!