ଆଜି ଟାଟା ଷ୍ଟିଲ ମେରାମଣ୍ଡଳି ଓ ପଠାଣି ସାମନ୍ତ ପ୍ଲାନେଟୋରିଅମର ଭୁବନେଶ୍ବରର ମିଳିତ ଆନୁକୁଲ୍ୟରେ ବଅଁରପାଳ ଠାରେ ଟାଟା ଷ୍ଟିଲ ପକ୍ଷରୁ କୁଇଜ୍ ପ୍ରତିଯୋଗିତା ଓ ଲିଖିତ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅତିଥି ଭାବେ ସକାଳ ଖବର କାଗଜ ବଅଁରପାଳ ପ୍ରତିନିଧି ଅଖିଳ କୁମାର ମହାପାତ୍ର, ଓରିଶା ଟୁଡ଼େ ଜିଲ୍ଲା ପ୍ରତିନିଧି ସୁଶୀଲ କୁମାର ଆଇଚ, ଟାଟା ଷ୍ଟିଲ ଏକଜିକ୍ୟୁଟିଭ କର୍ପୋରେଟ ଭବେନ୍ ରଞ୍ଜନ କର, ହାଇସ୍କୁଲ