ଦୁର୍ବୃତ ଙ୍କ ଶିକାର ରେ ମାଛ ଚାଷ ବିଷ ଢାଳି ମାରି ଦେଉଛନ୍ତି ଜୀବିକା ଚିନ୍ତା ରେ ମାଛ ଚାଷୀ ।

ବାଲେଶ୍ୱର(୧୧.୦୪.୨୬) :ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ ରାମବିନ୍ଧା ପାଳିଆ ସାହି ରେ ଦେଖି ବାକୁ ମିଳିଛି ଅଘଟଣ। ମାଛ ଚାଷ କରି ଜୀବିକା ନିର୍ବାହ କରୁଥିବା ନିରୀହ ଚାଷୀ ଙ୍କୁ ବଇରୀ ସାଜିଛି ବିଷ। ଏକର ଏକର ଜମି ରେ ବିଷ ଢାଳି ଦୁର୍ବୃତ ନେଉଛନ୍ତି ମଜା। ବିଚରା ଚାଷୀ ମୁଣ୍ଡରେ ହାତ ଦେଇ ବସି ଥିବା ବେଳେ ସିମୁଳିଆ ଥାନା ଦ୍ୱାରସ୍ତ ହୋଇ ଥିବା ସୂଚନା ରୁ ପ୍ରକାଶ। ଏଥି ସହିତ ବିଷ ପ୍ରଭାବ ରେ ଚଲା ବୁଲା ଗୋରୁ ଗାଈ ଆସୁଥିବା ବେଳେ ତା ବି ଏକ ଚିନ୍ତା ଜନକ ବିଷୟ ହୋଇ ଥିବା ବେଳେ। ବିବେକ ହୀନ ଏମିତି ପ୍ରତଃୟ ଅଘଟନ ଘଟାଇ ଆସୁଥିବା ବେଳେ ଆଇନ କାନୁନ କୁ ଚ୍ୟାଲେଞ୍ଜ କଲା ଭଳି ପ୍ରତୀୟ ମାନ ହୁଏ।

Leave a Reply

Your email address will not be published. Required fields are marked *

Apply Now



This will close in 0 seconds

error: Content is protected !!