ବଲାଙ୍ଗୀର:(୧୫.୦୪.୧୬)ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଠାରେ ଡ଼କ୍ଟର ଆମ୍ବେଦକର ଙ୍କ ଜୟନ୍ତୀ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ମୁନସିପାଲଟି ଚୈୟରମେନ ଶ୍ରୀମତୀ ମମତା ଦେବୀ ଜୈନ ଓ ଅତିଥି ଶ୍ରୀଯୁକ୍ତ ବିନୋଦ ଭରାସାଗର୍ ସଭାପତି ଛକୋର୍ ଗଙ୍ଗା ଘାସି ମହା ସମାଜ ଶ୍ରୀଯୁକ୍ତ ମେଘନାଦ ଦୀପ। ଶ୍ରୀଯୁକ୍ତ ବିନୋଦ ସୁନା ସଭାପତି,ସଫେଇ କର୍ମଚାରୀ ସଂଘ ସମାଜର ସଦସ୍ୟ- ବିଷ୍ଣୁ ସେନ୍ଦ୍ରେଆ,ଅସୈନୀ ସୁନା,କବିର୍ ସୋନୀ,ପ୍ରେମ୍ ସିନ୍ହା ହୃଦୟାନନ୍ଦ ସୁନା,ଦୁର୍ଗା ପ୍ରସାଦ ସୁନା, ସୁଦର୍ଶନ ସୁନା,ବୃନ୍ଦାବନ ସୁନା, ସୁରେଶ ମଜଖଣ୍ଡ,ଗୁରିଆ ସୁନା,ରୁପେଶ ଡୁଙ୍ଗରୀ, ରାହୁଲ ଡୁଙ୍ଗରୀ,ଧିରଜ୍ ସୁନା ଏବଂ ସମାଜ ର ସମସ୍ତ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ।କାର୍ଯ୍ୟ ସୂଚୀ- ଗିତ ଓ ବାଦ୍ୟ ରେ ସମସ୍ତେ ନାଚ ନାଚି ଓ ଉପଭୋଗ କରି ଟିଟିଲାଗଡ଼ ସହର ପରିକ୍ରମା କରାଗଲା।
ଭାରତରତ୍ନ ଡଃ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ପାଳନ।

